ଅପରେସନ ସିନ୍ଦୂର ବର୍ଷ ପୂର୍ତ୍ତି-

ଅପରେସନ ସିନ୍ଦୂର ବର୍ଷ ପୂର୍ତ୍ତି-ଅପରେସନ୍‌ ସିନ୍ଦୂର ବର୍ଷ ପୂର୍ତ୍ତି ଅବସରରେ ସଫଳତାର କାହାଣୀ-ସଫଳତାର ସ୍ମୃତି ମନେ ପକାଇଲେ ଡିଜିଏମ୍‌ଓ-ପାକିସ୍ତାନ ବିପକ୍ଷରେ ସେନା ହାସଲ କରିଥିବା ସଫଳତା କହିଲେ-୩ ବାହିନୀ ମଧ୍ୟରେ ସମନ୍ବୟରୁ ବଡ଼ ସଫଳତା ମିଳିଲା-ଅପରେସନ୍‌ ସିନ୍ଦୂର ଏବେ ବି ସରି ନାହିଁ- ଡିଜିଏମ୍‌ଓ-ଆତଙ୍କବାଦ ବିରୋଧରେ ଲଢ଼େଇ ଶେଷ ହୋଇ ନାହିଁ-ପହଲଗାମ୍‌ ଆତଙ୍କୀ ଆକ୍ରମଣର ସଠିକ୍‌ ଜବାବ ଦିଆଯାଇଥିଲା-ଯେଉଁମାନେ ଆକ୍ରମଣ କରିଥିଲେ, କେବଳ ସେମାନଙ୍କୁ ଟାର୍ଗେଟ୍‌ କରିଥିଲୁ-ସଫଳତାର ସହ ଶତ୍ରୁ ଦେଶର ଟାର୍ଗେଟ୍‌ ହିଟ୍‌ କରିପାରି ଥିଲୁ ।

Leave a Reply

Your email address will not be published. Required fields are marked *