ମୋ_ନାଁରେ_ଆକ୍ରୋଶ_ରଖି_ଅନାସ୍ଥା_ପ୍ରସ୍ତାବ
ମୋ_ନାଁରେ_ଆକ୍ରୋଶ_ରଖି_ଅନାସ୍ଥା_ପ୍ରସ୍ତାବ-କେନ୍ଦ୍ରାପଡ଼ା ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ନାଁରେ ଅନାସ୍ଥା ପ୍ରସ୍ତାବ ଆଗତ -୨୨ରୁ ୨୧ ଜଣ ୱାର୍ଡ ସଭ୍ୟ/ସଭ୍ୟା ଅନାସ୍ଥା ଆଣିଥିବା ସୂଚନା -୨୭ରେ ସଭ୍ୟ/ସଭ୍ୟାଙ୍କୁ ଉପସ୍ଥିତ ରହିବାକୁ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ-ଆକ୍ରୋଶ ରଖି ମୋ ବିରୋଧରେ ଅନାସ୍ଥା ପ୍ରସ୍ତାବ ଅଣାଯାଇଛି କହିଲେ ଚାମେଲି-ୱାର୍ଡ ମେମ୍ବରମାନଙ୍କୁ ଧମକାଇ ଦସ୍ତଖତ ନିଆଯାଇଛି କହିଲେ ଚାମେଲି ଓଝା l
