ତିହିଡି ଓ ଧାମନଗର ରେ ଛୁଟି ବାତିଲ: ମନ୍ତ୍ରୀ

-ତିହିଡି ଓ ଧାମନଗର ଵ୍ଲକର ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ
-ଛୁଟି ବାତିଲ ନେଇ ସୂଚନା ଦେଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ
-ସ୍କୁଲ,କଲେଜ, ଅଙ୍ଗନବାଡ଼ି କେନ୍ଦ୍ର ଆସନ୍ତା ୨ଦିନ ପାଇଁ ଛୁଟି ରହିବ
-ତଳିଆ ଅଞ୍ଚଳର ଲୋକଙ୍କୁ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତର ନିର୍ଦ୍ଦେଶ

Leave a Reply

Your email address will not be published. Required fields are marked *