୨୪ ଜିଲ୍ଲା ବନ୍ୟା_ପ୍ରଭାବିତ : ମନ୍ତ୍ରୀ
-ସମୀକ୍ଷା ବୈଠକ ପରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା
-ରାଜ୍ୟର ୨୪ ଜିଲ୍ଲା ବନ୍ୟା ପାଇଁ ପ୍ରଭାବିତ ହୋଇଛି
-ଆଗକୁ ବର୍ଷା ବିପଦ ରହିଛି,୨୦୦ ମିମିରୁ ଅଧିକ ବର୍ଷା ହୋଇପାରେ
-ଜିଲ୍ଲାପାଳମାନଙ୍କୁ ପ୍ରସ୍ତୁତ ରହିବା ସହ ବିସ୍ତୃତ ରିପୋର୍ଟ ଦେବାକୁ କୁହାଯାଇଛି
-୩ ଜିଲ୍ଲାକୁ ଛାଡ଼ି ଅନ୍ୟ ସବୁ ଜିଲ୍ଲାରୁ କ୍ଷୟକ୍ଷତି ରିପୋର୍ଟ ଆସିଛି
-ଯାଜପୁର, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରୁ ଆସିନି କ୍ଷୟକ୍ଷତି ରିପୋର୍ଟ
-ପାଣି ସମ୍ପୂର୍ଣ୍ଣ ଭାବେ ନିଷ୍କାସନ ହୋଇନଥିବାରୁ ଆସିନି ରିପୋର୍ଟ
-୧୦ ସହରାଞ୍ଚଳକୁ ମିଳିବ ବନ୍ୟା କ୍ଷତି ସହାୟତା
-୩,୫୬୭ ଘର କ୍ଷତିଗ୍ରସ୍ତ, ୩୭ ,୨୯୭ ହେକ୍ଟର ଚାଷ ଜମି ନଷ୍ଟ ହୋଇଛି
