ଓଡ଼ିଶା_ଆସୁଛି_କେନ୍ଦ୍ରୀୟ_ଟିମ୍
#ଓଡ଼ିଶା_ଆସୁଛି_କେନ୍ଦ୍ରୀୟ_ଟିମ୍-ବାତ୍ୟା ପ୍ରଭାବିତ ଜିଲ୍ଲାକୁ ଯିବେ କେନ୍ଦ୍ରୀୟ ଟିମ୍-‘ଅର୍ଣ୍ଣବ’ ପ୍ରଭାବିତ ଜିଲ୍ଲାକୁ ଯିବ କେନ୍ଦ୍ରୀୟ ମନ୍ତ୍ରିସ୍ତରୀୟ ଟିମ୍ଏହି ଟିମ୍ ଓଡ଼ିଶା ଆସିବେ କହିଲେ ମୁଖ୍ୟମନ୍ତ୍ରୀ-କେନ୍ଦ୍ର ସରକାର ଓ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି-ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସହ ଆଲୋଚନା ହୋଇଛି କହିଲେ CM-ସ୍ବତନ୍ତ୍ର ପ୍ୟାକେଜ ପ୍ରଦାନ ପାଇଁ ପଦକ୍ଷେପ ନିଆଯାଉଛି-କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ କ୍ଷତିପୂରଣ ଦେବେ-ଆଗାମୀ ସମ୍ଭାବ୍ୟ ବାତ୍ୟା `ମୁରାସୁ’ ପାଇଁ ସରକାର ପ୍ରସ୍ତୁତ
