ଦୀପାବଳି
ଦୀପାବଳି
ରଜନୀକାନ୍ତ ରଥ,
ରାଜନଗର।
ଆଲୋକର ପର୍ବ ଅଟେ ଦୀପାବଳି
ସବୁରି ମନରେ ଭରିଛି ଆନନ୍ଦ।
ସଜେଇ ହେଉଛି ଗାଁ ଠୁ ସହର
ପାଳିବାକୁ ଏହି ମହାନ ପର୍ବ ।
ଆଲୋକ ମାଳାରେ ଝଲସି ଉଠୁଛି
କୋଠା ବାଟି ଆଉ ମନ୍ଦିର ମାଳା।
ବଡ଼ବଡ଼ିଆ କୁଁ ସନ୍ଧ୍ୟାରେ ଡlକିବେ
ଜାଳି ଘିଅ ଦୀପ ଫୁଟାଇ ବାଣ।
କାଉଁରିଆ କାଠି ଜଳାଇ କହିବେ
ବଡ ବଡ଼ୁଆ ହେ ଅନ୍ଧାରରେ ଆସି
ଆଲୁଅରେ ଯଆ ଶିରି ପୁରୁଷତ୍ତମେ
ଗଡ ଗଡାଉ ଥାଅ ।
ଧାରା ଧମେ ଆଜି ପୂଜା ପାଇବେ
ଜଗତ ଜନନୀ କାଳୀକାମା ।
ଅଧର୍ମ ନାଶି ଧର୍ମ କୁ ସ୍ଥlପିବେ
ବିନାଶ କରିବେ ରାକ୍ଷସ ଗଣ।
