ଗଞ୍ଜେଇଭଦ୍ରା_ଆସନରେ_କୋଟିଆ_ପୁଅ_ବିଜୟୀ
#ଗଞ୍ଜେଇଭଦ୍ରା_ଆସନରେ_କୋଟିଆ_ପୁଅ_ବିଜୟୀ
-ଆନ୍ଧ୍ରପ୍ରଦେଶ ଗଞ୍ଜେଇଭଦ୍ରାରେ କୋଟିଆ ପୁଅ ତାଡ଼ାଙ୍ଗୀ ଚିରଞ୍ଜିବୀ ବିଜୟୀ
-ଗଞ୍ଜେଇଭଦ୍ରା MPTC ଆସନରେ TDP ପ୍ରାର୍ଥୀ ତାଡ଼ାଙ୍ଗୀ ଚିରଞ୍ଜିବୀ ବିଜୟୀ
-YSR କଂଗ୍ରେସ ପ୍ରାର୍ଥୀ ମାଜ୍ଜି କନ୍ନାପୁରୀଙ୍କୁ ୫ ଖଣ୍ଡ ଭୋଟ୍ରେ ହରାଇ ବିଜୟ
-ତାଡ଼ାଙ୍ଗୀ ଚିରଞ୍ଜିବୀଙ୍କୁ ୨୨୬ ଖଣ୍ଡ ଭୋଟ୍, ମାଜ୍ଜି କନ୍ନାପୁରୀଙ୍କୁ ୨୨୧ ଭୋଟ୍
-କୋଟିଆ ପଞ୍ଚାୟତ ଉପର ସେମ୍ୱୀ ଗାଁର ହେଉଛନ୍ତି ତାଡ଼ାଙ୍ଗୀ ଚିରଞ୍ଜିବୀ
