ପ୍ରିନ୍ସିପାଲଙ୍କ_ସମ୍ପତ୍ତି_ଦେଖି_ଭିଜିଲାନ୍ସ_ଜଳକା
#ପ୍ରିନ୍ସିପାଲଙ୍କ_ସମ୍ପତ୍ତି_ଦେଖି_ଭିଜିଲାନ୍ସ_ଜଳକା-ବଲାଙ୍ଗୀର ସରକାରୀ ITI କଲେଜ ପ୍ରିନ୍ସିପାଲ ସୁରେଶ ଦଳବେହେରାଙ୍କ ୧୧ ପ୍ଲଟ। ଅତିଥି ପ୍ରଶିକ୍ଷକଙ୍କଠୁ ୩୦ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଛନ୍ତି-ନଗଦ ୫.୧୬ଲକ୍ଷ ଟଙ୍କା ସହ ୨୬୩ ଗ୍ରାମ ସୁନା, ଅଢ଼େଇ କେଜି ରୂପା ଠାବ କଲା ଭିଜିଲାନ୍ସ-୨ଟି କୋଠା, ଗୋଟିଏ ହ୍ୟୁଣ୍ଡାଇ କାର୍ ସହ ୩ ବାଇକ।
