ଗାଁ କୁ ପଶିପାରିଲାନି ଆମ୍ବୁଲାନ୍ସ ଷ୍ଟେଚରରେ ବୁହାହେଲେ ରୋଗୀ
ସୂଚନା ଅନୁଯାଇ ଭଦ୍ରକ ଜିଲ୍ଲା, ବନ୍ତ ବ୍ଲକ, ଗଣିଜାଙ୍ଗ ପଞ୍ଚାୟତ ବୃନ୍ଦାବନ ପୁର ଗ୍ରାମର ଏକା ବାରିକ ନାମକ ଜଣେ ରୋଗୀ ଙ୍କୁ ଆମ୍ବୁଲାନ୍ସ ଯୋଗେ ଭଦ୍ରକ ମେଡିକାଲ ନେବାକୁ ଫୋନ କରିଥିଲେ ତାଙ୍କ ସମ୍ପର୍କୀୟ

ଲୋକ!ହେଲେ, ଗ୍ରାମ ରାସ୍ତା ଶୋଚନୀୟ ହେତୁ ଆମ୍ବୁଲାନ୍ସ ଯାଇ ପାରିଲାନି ଗ୍ରାମକୁ,ପ୍ରାୟ ୧ କିଲୋମିଟର ଗ୍ରାମର ଯୁବକ ଓ ସ୍କୁଲ ଛାତ୍ରମାନେ ରୋଗୀକୁ ଷ୍ଟେଚରେ ବୁହିନେଇଥିଲେ ଆମ୍ବୁଲାନ୍ସ ଯାଏ, ପରେ ଆମ୍ବୁଲାନ୍ସ ଯୁଗେ ଭଦ୍ରକ ମେଡିକାଲ ନେଇଥିଲେ ପରିବାର ଲୋକ!
