ଲକ୍ଷ ଲକ୍ଷ ଭକ୍ତଙ୍କ ମେଳରେ ଉଠିଲା ବାବା ଆଖଣ୍ଡଳମଣିଙ୍କ ଜାଗର ଦୀପ
ଭଦ୍ରକ :- ବାବା ଆଖଣ୍ଡଳ ମଣିଙ୍କ ଜାଗର ଉପଲକ୍ଷେ ଲକ୍ଷ ଲକ୍ଷ ଭକ୍ତ ବସି ଜାଗର ଦୀପ ଜାଳୁଥିଲେ। ରାତିର ନିର୍ଦ୍ଧାରିତ ସମୟରେ ମହାଦୀପ ଉଠିଥିଲା l ଭକ୍ତଙ୍କ ଜନସମାଗମ ଦେଖିବାକୁ ମିଳିଥିଲା ।ହରହର ମହାଦେବଙ୍କ ଧ୍ବନି ରେ ପ୍ରକମ୍ପିତ ହେଲା ଏକାମ୍ର କ୍ଷେତ୍ର। ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମରେ ଭକ୍ତିମୟ ହୋଇପଡିଥିଲା ବାବା ଆଖଣ୍ଡଳମଣି ମନ୍ଦିର ପରିବେଶ। ଆଖଣ୍ଡଳମଣି ପୀଠରେ ଉଠିଥିଲା ମହାପ୍ରଭୁଙ୍କ ମହାଦୀପ। ହରିବୋଲ-ହୁଳହୁଳିରେ ଗଗନ ପବନ ପ୍ରକମ୍ପିତ ହୋଇଥିଲା।
ର
