ବିକାଶ ପଥରେ ଭଦ୍ରକ ନିର୍ବାଚନମଣ୍ଡଳୀ

ଭଦ୍ରକ :୧୬/୧୧– ବିଦୂତ ବିଭାଗର ଭଦ୍ରକ ନିର୍ବାଚନମଣ୍ଡଳୀରେ ସୃଷ୍ଟି ହେଲା ଆଉ ଏକ ମାଇଲ ଖୁଣ୍ଟ। ୪ କୋଟି ଟଙ୍କା ବ୍ୟୟରେ ଭଦ୍ରକ ସହରାଞ୍ଚଳର ବଗୁରାଇ ଠାରେ ପ୍ରତିଷ୍ଠା ହେଲା ୩୩/୧୧ କେଭି ସବ୍ ଷ୍ଟେସନ ଏହି ସବ୍ ଷ୍ଟେସନର କାର୍ଯ୍ୟକ୍ଷମ ଫଳରେ ଭଦ୍ରକ ମୁନିସିପାଲିଟିର ୮,୯,୧୦ ଏବଂ ରାନ୍ଧିଆ,ବାଉଦପୁର ପଞ୍ଚାୟତର ପାଖାପାଖି ୬୦୦୦ ଉପଭୋକ୍ତା ବିଜୁଳି କାଟ ଓ ଲୋ ଭୋଲଟେଜ ସମସ୍ୟା ଦୁରହେବ ଯାହାକି ଏହି ଅଞ୍ଚଳର ଦୀର୍ଘ ଦିନର ସମସ୍ୟାର ସମାଧାନ ହୋଇଛି।

ରିପୋର୍ଟ :=ପୁନିଲ କୁମାର ସାମନ୍ତ।

Leave a Reply

Your email address will not be published. Required fields are marked *