କାମାକ୍ଷାନଗର ମାଳପୁରା ନିକଟରେ ରାସ୍ତାରେ ଫସିଲା ଟ୍ରକ , ଯାତାୟତରେ ଅସୁବିଧା
କାମାକ୍ଷାନଗର,୧୬/୧୧- ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଦେଇ ଯାଇଥିବା ଜୟିୟ ରାଜପଥ ୫୩ ମାଳପୁରା ନିକଟରେ ରାସ୍ତାରେ ଫସିଲା ଟ୍ରକ , ଯାତାୟତରେ ଅସୁବିଧା ।ଏବେ ଜାତୀୟ ରାଜପଥର ସମ୍ପ୍ରସାରଣ କାମ ଚାଲୁଥିବା ବେଳେ ରାସ୍ତାର ଡାଇଭର୍ଶନ ରାସ୍ତାରେ ମାଟିରେ ଟ୍ରକ ଫସିକି ରହିଛି ଯାହାଫଳରେ ରାସ୍ତାରେ ଯାଉଥିବା ଅନ୍ୟ ଗାଡି ଅଟକି ରହିବା ସାଙ୍ଗକୁ ବଡ଼ କଷ୍ଟରେ ଯାତାୟତ କରୁଥିବା ଦେଖିବାକୁ ମିଳୁଛି ।ଯାଜପୁର-କାମାକ୍ଷାନଗର -ତାଳଚେର ଅନୁଗୁଳର ଏହେଲା ମୁଖ୍ୟ ରାସ୍ତା ।ସେଥିପାଇଁ ଲୋକମାନେ ବହୁତ ଅସୁବିଧା
ସମୁଖୀନ ହେବାକୁ ପଡୁଛି।
ରିପୋର୍ଟର-ପ୍ରକାଶ କୁମାର ପାତ୍ର।
