ଲର୍ଡ଼ ଜଗନ୍ନାଥ ନାମରେ ନାମିତ ଏହି ଇଂରାଜୀ ପୁସ୍ତକ
BOOK INAGURATE
ଶ୍ରୀମନ୍ଦିର ବରିଷ୍ଠ ସେବାୟତ ପ୍ରଫେସର ସୌମେନ୍ଦ୍ର ମୁଦଲିଙ୍କ ସମ୍ପାଦନାରେ ପ୍ରକାଶିତ ଏକ ତତ୍ୱ ଓ ଗବେଷଣା ଭିତ୍ତିକ ପୁସ୍ତକ ଆଜି ଉନ୍ମୋଚିତ ହୋଇଅଛି। ଲର୍ଡ଼ ଜଗନ୍ନାଥ ନାମରେ ନାମିତ ଏହି ଇଂରାଜୀ ପୁସ୍ତକ କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଲୋକାର୍ପିତ କରିଥିଲେ। ଏହି ପୁସ୍ତକରେ ଜଗନ୍ନାଥ ଙ୍କ ବିଭିନ୍ନ ବେଶ, ପର୍ବ, ପର୍ବାଣି, ପୂଜା ଵିଧି ସମ୍ପର୍କିତ ତଥ୍ୟ ସ୍ଥାନିତ ହୋଇଅଛି। ଆଗାମୀ ପିଢ଼ି ପାଇଁ ଏହି ପୁସ୍ତକ ବେଶ ସହାୟକ ହେବ ବୋଲି ପ୍ରକାଶକ ମତ ରଖିଥିଲେ।ଏହି ପୁସ୍ତକ ଲୋକାର୍ପଣ କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀମନ୍ଦିର ପରିଚାଳନା କମିଟିର ଅନ୍ୟାନ୍ୟ ସଦସ୍ୟ ମାନେ ଉପସ୍ଥିତ ରହିଥିଲେ।
