ଖଜା ଦୋକାନୀ ଏବଂ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ମୁହାଁମୁହିଁ

MARPIT

ଖଜା ଦୋକାନୀ ଏବଂ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ମୁହାଁମୁହିଁ। ଉଠା ଦୋକାନୀଙ୍କ ଖଜା ଟେକି ନେଇଗଲା ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ନିକଟରେ ଘଟିଛି ଏଭଳି ଘଟଣା। ବଡ଼ଦାଣ୍ଡରେ ଖଜା ବିକ୍ରି କରୁଥିଲେ ଉଠା ଦୋକାନୀ। ମହାନଗର ନିଗମ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ବାରଣ କରିବାରୁ ସୃଷ୍ଟି ହେଲା ମୁହାଁମୁହିଁ ସ୍ଥିତି। ଗତ କିଛି ଦିନ ପୂର୍ବେ ବିଭିନ୍ନ ଖଜା ଭାଟି ଓ ଦୋକାନ ଉପରେ ଚଢ଼ାଉ କରିଥିଲା ପୋଲିସ।

Leave a Reply

Your email address will not be published. Required fields are marked *