ମୁଖ୍ୟମନ୍ତ୍ରୀଙ୍କ ଜୟପୁର ଗସ୍ତ
କୋରାପୁଟ – ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦିନିକିୟା ଗସ୍ତରେ ଜୟପୁର ଆସିଥିଲେ । ତାଙ୍କ ସଙ୍ଗେ 5t ସଚିବ ଭି. କେ ପାଣ୍ଡିଆନ ଆସିଥିଲେ। ଜୟପୁର ପୁରାତନ ମହାବିଦ୍ୟାଳୟ ବିକ୍ରମ ଦେବ କଲେଜରେ ତାହାର platinum jubli ଅନୁଷ୍ଠିତ ହୋଇଯାଇଛି | ତାହା ଏବେ 75 ବର୍ଷ ପୂର୍ତ୍ତି ଲାଭ କଲା | ଦଳ ର ସଂଗଠଣିକ ସଭାପତି ଶ୍ରୀ ପ୍ରଣବ ଦାସ ତଦାରଖ କରୁଥିଲ | ଏବଂ ମୁଖ୍ୟ ଅତିଥି ଭାବରେ ଜୟପୁର ବିଧାୟକ ଶ୍ରୀ ତାରା ପ୍ରସାଦ ବାହିନୀପତି, କୋରାପୁଟ ବିଧାୟକ ଶ୍ରୀ ରଘୁରାମ ପଡଲ ଲକ୍ଷ୍ମୀପୁର ବିଧାୟକ ଶ୍ରୀ ପ୍ରଭୁ ଯାନୀ, ପଟ୍ଟାଙ୍ଗି ବିଧାୟକ ଶ୍ରୀ ପ୍ରିତମ ପାଢ଼ୀ, ଇଶ୍ୱର ଚନ୍ଦ୍ର ପାଣିଗ୍ରାହୀ ଯୋଗ ଦେଇଥିଲେ। ମହାବିଦ୍ୟାଳୟ ପରିଦର୍ଶନ କରିବା ସଙ୍ଗେ ସଙ୍ଗେ ମୁଖ୍ୟମନ୍ତ୍ରୀ କୋରାପୁଟ ଜିଲ୍ଲା କୁ 1560 କୋଟି ଟଙ୍କା ଭେଟି ଦେଇଥିଲେ ।ତତ ସଙ୍ଗେ ସଙ୍ଗେ ମହା ବିଦ୍ୟାଳୟ କୁ 8 କୋଟି ଟଙ୍କା ବିଶିଷ୍ଟ ଅଡିଟରୀ ରୁମ ପାୟୀ ପଇସା ଦେଇଥିଲେ।
ରିପୋର୍ଟ- ସୁବାଷ ଚନ୍ଦ୍ର ନାହାକ, କୋରାପୁଟ।
