ସୀତା ରାମ ୟେଚୁରୀଙ୍କ ମୃତ୍ୟୁ ରେ ସିପିଏମ ଜିଲ୍ଲା ଅଫିସରେ ଶୋକ ସଭା

ଆଜି ବିଶିଷ୍ଟ କମ୍ୟୁନିଷ୍ଟ ନେତା ସୀତା ରାମ ୟେଚୁରୀ ଙ୍କ 72 ବର୍ଷ ବୟସରେ AIIMS ରେ ମୃତ୍ୟୁ ହୋଇଯାଇଛି।ତାଙ୍କ ମୃତ୍ୟୁରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା।ଏଥିରେ ଜିଲ୍ଲା ସମ୍ପାଦକ ଯୁଧିଷ୍ଠିର ବେହେରା, ପ୍ରତାପ ଚୌଧୁରୀ, ଶିଵ ପ୍ରସାଦ ମହାପାତ୍ର, ଲୋକ ନାଥ ଖୁଣ୍ଟିଆ, ରଞ୍ଜନ ପାତ୍ର, ଚିତିବାବୁ, ରାଜରାଓ, ଅଶୋକ ଦାସ,ମଧୁ ବେହେରା, ନୃସିଂହ ବ୍ରହ୍ମା, ନନ୍ଦେସୁ ସେନାପତି, ସମେତ ବହୁ ପ୍ରମୁଖ ନେତୃତ୍ୱ ଯୋଗ ଦେଇଥିଲେ।ଆସନ୍ତା 21 ତାରିଖ ଦିନ ଦଳମତ ନିର୍ବିଶେଷରେ ଏକ ବଡ ଧରଣର ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ କରିବା ପାଇଁ ଆଜିର ସଭାରେ ନିଷ୍ପତ୍ତି ନିଆଯାଇଛି।

Leave a Reply

Your email address will not be published. Required fields are marked *