ଭଦ୍ରକ ମ୍ୟୁନିସିପାଲିଟିର ସଙ୍ଗତ ସ୍କୁଲ ରେ ଦୁର୍ନୀତି‌ର ଗନ୍ତାଘର ପାଲଟିଛି।

ଆଜି ଭଦ୍ରକ ମ୍ୟୁନିସିପାଲିଟିର ର ୨୫ ନମ୍ବର word ର ସରକାରୀ ପ୍ରାଥମିକ ବିଦ୍ୟାଳୟ ସଙ୍ଗତ ସ୍କୁଲ ରେ ମହାଦୁର୍ନୀତି। ସ୍କୁଲ ରେ ପିଲା ସଂଖ୍ୟା ୬୫ କିନ୍ତୁ ସ୍କୁଲ କୁ ପ୍ରତିଦିନ ପିଲା ପାଠ ପଢିବାକୁ ଆସୁଛନ୍ତି।୨୫ ଜଣ ଖାଦ୍ୟ ମଧ୍ୟ ୬୫ ଜଣ ଙ୍କର ଆସୁଥିବାରୁ ।୪୦ଜଣ ଙ୍କ ର ଖାଦ୍ୟ ବାଟମାରଣା ହେଉଥିବାରୁ ଗ୍ରାମର ଲୋକମାନେ ବହୁ ବାର ଅଭିଯୋଗ ଆଣିଛନ୍ତି। ସ୍କୁଲ ରେ ଆଜି ହାଲବୋଲ ହୋଇଥିଲା। କମିଟି ର ସମସ୍ତ ସଦସ୍ୟ। କାଉନସିଲର, ଉପସ୍ଥିତ ରହି ତର୍ଜମା କରିଥିଲେ ।ଉପର ଅଧିକାରୀ ଙ୍କୁ ଅବଗତ କରାଯିବ ।ବୋଲି କମିଟିର ମେମ୍ବର ପ୍ରକାଶ କରିଥିଲେ। ସ୍କୁଲ ର ଶିକ୍ଷକ ଅନୁପସ୍ଥିତ ପାଇଁ ଆଲୋଚନା କରିଥିଲେ।

Leave a Reply

Your email address will not be published. Required fields are marked *