୩୮_ଜଣଙ୍କ_ଫାଶୀଦଣ୍ଡ_କାଏମ
୩୮_ଜଣଙ୍କ_ଫାଶୀଦଣ୍ଡ_କାଏମ-୨୦୦୮ ଅହମ୍ମଦାବାଦ ବିସ୍ଫୋରଣ ମାମଲାରେ ଫାଶୀ ଦଣ୍ଡାଦେଶ କାଏମ-ସ୍ୱତନ୍ତ୍ର କୋର୍ଟଙ୍କ ରାୟକୁ କାଏମ ରଖିଲେ ଗୁଜରାଟ ହାଇକୋର୍ଟ-୩୮ ଜଣଙ୍କ ଫାଶୀ, ୧୧ ଜଣଙ୍କ ଆଜୀବନ ଦଣ୍ଡାଦେଶ କାଏମ ରଖିଲେ ଗୁଜୁରାଟ ହାଇକୋର୍ଟ -ବିସ୍ଫୋରଣରେ ୫୬ ନିରୀହ ଲୋକଙ୍କ ଜୀବନ ଯାଇଥିଲା-୨୦୦ରୁ ଊର୍ଦ୍ଧ୍ଵ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଥିଲେ l
