ଭାରତ_ଇଣ୍ଡୋନେସିଆ_MOU_ସ୍ବାକ୍ଷରିତ
ଭାରତ_ଇଣ୍ଡୋନେସିଆ_MOU_ସ୍ବାକ୍ଷରିତ-ଭାରତ-ଇଣ୍ଡୋନେସିଆ ମଧ୍ୟରେ ଅନେକ କ୍ଷେତ୍ରରେ ବୁଝାମଣା ପତ୍ର ସ୍ୱାକ୍ଷରିତ-MOU ସ୍ବାକ୍ଷର ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତବ୍ୟ-ଆଲୋଚନା ଓ କୂଟନୀତିର ଭୂମିକା ପୂର୍ବାପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଛି-ପାଲେଷ୍ଟାଇନ ପ୍ରସଙ୍ଗରେ ଆମେ ଦୀର୍ଘକାଳୀନ ଶାନ୍ତିକୁ ସମର୍ଥନ କରୁ-ଆମ ଉଭୟ ଦେଶ ପାଇଁ ଏକ ସ୍ୱର୍ଣ୍ଣିମ ଯୁଗ ଅପେକ୍ଷା କରିଛି: ମୋଦି-ଆମ ଇତିହାସରେ ଏକ ସମାନ ସଂସ୍କୃତି ରହିଛି, ପରସ୍ପର

ପ୍ରତି ବିଶ୍ୱାସ ରହିଛି-ମୋର ବିଶ୍ୱାସ ସ୍ୱର୍ଣ୍ଣିମ ଇଣ୍ଡୋନେସିଆ ଓ ବିକଶିତ ଭାରତର ସ୍ୱପ୍ନ ସାକାର ହେବ-ଗାଣତନ୍ତ୍ରିକ ମୂଲ୍ୟବୋଧ ଓ ବିବିଧତା ମଧ୍ୟରେ ଏକତା ଆମ ଉଭୟ ଦେଶର ଶକ୍ତି-ବିଶ୍ୱସ୍ତରୀୟ ପ୍ରସଙ୍ଗଗୁଡ଼ିକରେ ଆମ ଦୁଇ ଦେଶ ମଧ୍ୟରେ ସହଯୋଗ କ୍ରମାଗତ ବୃଦ୍ଧି ପାଉଛି l
