ପୂର୍ଵତନ ମନ୍ତ୍ରୀ ସ୍ବର୍ଗତ ଦାମୋଦର ରାଉତ ଙ୍କ ପ୍ରତିମୂର୍ତ୍ତି କୁ ଭାଙ୍ଗିଲା ବନବିଭାଗ

ପୂର୍ଵତନ ମନ୍ତ୍ରୀ ସ୍ବର୍ଗତ ଦାମୋଦର ରାଉତ ଙ୍କ ପ୍ରତିମୂର୍ତ୍ତି କୁ ଭାଙ୍ଗିଲା ବନବିଭାଗ ।ଏରସମା (୨୫/୦୪/୨୬)ଜଗତସିଂହପୁର ଜିଲ୍ଲା, ଏରସମା ବ୍ଲକ ର ଶିଆଳି ଠାରେ ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଦାମୋଦର ରାଉତ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ହବା  ଦୁଇ ଦିନ ପୂର୍ଵ ରୁ ଏହା ଜଙ୍ଗଲ କିସମ ଜମିରେ ନିର୍ମାଣ ହୋଇଥିବା ଦର୍ଶାଇ ବନବିଭାଗ ପ୍ରତିମୂର୍ତ୍ତି ଭାଙ୍ଗିଦେବା ।  ଘଟଣାକୁ ନେଇ ତ୍ରିର୍ବର ଅସନ୍ତୋଷ ଦେଖିବାକୁ ମିଳିଛି। ବାଲିଯାତ୍ରା କମିଟି ପକ୍ଷରୁ ଦାମୋଦର ରାଉତ ଙ୍କ ର ଏହି ପ୍ରତିମୂର୍ତ୍ତି ଆସନ୍ତା ୨୬ତାରିଖ ରେ ଉନ୍ମୋଚନ କରାଯାଇଥାଆନ୍ତା।

ଏଥିଲାଗି ଫଳକ ଲେଖା ସରିଥିଲା ନିର୍ମତନ ପତ୍ର ବି ଛପା ସାରିଥିଲା ଓ ବଣ୍ଟା ସାରିଥିଲା।କାଲି ହଠାତ ବନ ବିଭାଗ ପକ୍ଷରୁ ଭାଙ୍ଗିଦିଆଯାଇଛି। ଏନେଇ ବାଲିଯାତ୍ରା ର ସ୍ଥାଇ ସଭାପତି ନିରାକାର ସ୍ୱାଇଁ କହିଛନ୍ତି ଯେ ଅତିକୃତ ଭାବେ ଭାଙ୍ଗି ଦିଆଯାଇଛି ଡ଼ା ଦାମୋଦର ରାଉତ ଖାଲି ଏରସମା ର ନେତାନଥିଲେ ସମଘ୍ର ଓଡିଶା ର ନେତା ଥିଲେ। ଜଗତସିଂହପୁର ଜିଲ୍ଲା ର ତାଙ୍କର ବଉଳ ଅବଦାନ ରହିଛି। ପାରାଦୀପ କଥା କୁହନ୍ତୁ ଶିଳ୍ପ କ୍ଷେତ୍ର କୁହନ୍ତୁ ଜିଲ୍ଲା ର ମୁଖ୍ୟ ନାୟକ ଥିଲେସେ ସମଘ୍ର  ଭାରତ ବର୍ଷ ରେ ପଞ୍ଚାୟତ ରାଜ ବିଭାଗ ରେ ଶେଷ୍ଟ ମନ୍ତ୍ରୀ ଉପାଧି ମିଳିଥିଲା। ଯେପରି ଫୋରେଷ୍ଟାର ଅକୃତ ଭାବରେ ଭାଙ୍ଗିଦେଇଗଲା। ସେଥିପାଇଁ ଆମେ ମର୍ମାତ ଅତ୍ୟନ୍ତ ଦୁଃଖିତ।ଯେଉଁ D.  F ସେକେଷ୍ଟାରୀ ଅଢକରେ ଏବଂଯେଉଁ ମାନେ ଭାଙ୍ଗୀରେ ସାହସ କରେ ଏରସମା ର ବଡ଼ପୁତ୍ର କୁ ଏରସମା ର ଦରଦି ବନ୍ଧୁକୁ ସଜଡା ଏରସମା କୁ ସଜାଡ଼ିବାରେ ମୁଖ୍ୟ ଭୂମିକା ଗହଣ କରିଥିଲେ ତାଙ୍କ ପ୍ରତିମୂର୍ତ୍ତି କୁ ଭାଙ୍ଗିଦିଆଗଲା ମୁଁ ଅନୁରୋଧ କରିବି ମାନ୍ୟବର ମୁଖ୍ୟମନ୍ତ୍ରୀ କୁ ତଦନ୍ତ ହବା ଦରକାର।

Leave a Reply

Your email address will not be published. Required fields are marked *