ମହାନଦୀ ଜଳ ବିବାଦ ନେଇ ଟ୍ରିବ୍ୟୁନାଲ୍ରେ ଶୁଣାଣି
୧୧ରେ_ମହାନଦୀ_ଶୁଣାଣି-ମହାନଦୀ ଜଳ ବିବାଦ ନେଇ ଟ୍ରିବ୍ୟୁନାଲ୍ରେ ଶୁଣାଣି -ଆସନ୍ତା ୧୧ରେ ଟ୍ରିବ୍ୟୁନାଲରେ ହେବ ପରବର୍ତ୍ତୀ ଶୁଣାଣି -ଟ୍ରିବ୍ୟୁନାଲରେ ରିପୋର୍ଟ ଦାଖଲ କଲେ ଯୁଗ୍ମ ବୈଷୟିକ ଓ ଲିଗାଲ ଟିମ୍ -୧୧ ଦିନର ମାନସମନ୍ଥନ ପରେ ରିପୋର୍ଟ ଦାଖଲ କଲା ଟିମ୍-ଆଗାମୀ ଦିନରେ ସଚିବସ୍ତରୀୟ ବୈଠକ ହେବ କହିଲେ AG -୨ ରାଜ୍ୟର ମୁଖ୍ୟ ସଚିବ ଓ ଜଳସମ୍ପଦ ବିଭାଗର ସଚିବ ସ୍ତରରେ ବୈଠକ -ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟଙ୍କ ସୂଚନା
