OTAS ଅଧିକାରୀ ଭୀମସେନ ଟୁଡୁ ଚାକିରିରୁ ବହିଷ୍କୃତ

ଭୀମସେନ_ଟୁଡୁ_ବହିଷ୍କୃତ-OTAS ଅଧିକାରୀ ଭୀମସେନ ଟୁଡୁ ଚାକିରିରୁ ବହିଷ୍କୃତ-ଭୀମସେନଙ୍କୁ ବହିଷ୍କାର କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ-ଅପରାଧିକ ମାମଲାରେ ଅଟକ ନବନିଯୁକ୍ତ ଅଧିକାରୀଙ୍କ ଉପରେ ଆକ୍ସନ୍-ଅପରାଧିକ ମାମଲାରେ ୪୮ ଘଣ୍ଟାରୁ ଅଧିକ ଅଟକ ଥିବାରୁ ଆକ୍ସନ୍ -ଟ୍ରେନିଂ ବେଳେ ଭୀମସେନଙ୍କୁ ଗିରଫ କରିଥିଲା ପୋଲିସ-ଏବେ ବିଚାରବିଭାଗୀୟ ହାଜତରେ ଅଛନ୍ତି ଭୀମସେନ-ଆଉ କୌଣସି ସରକାରୀ ଚାକିରି ପାଇଁ ଯୋଗ୍ୟ ହେବେନି ଭୀମସେନ-ମୃତ ଡାକ୍ତର ଛାତ୍ରୀ ଚନ୍ଦ୍ରିକାଙ୍କ ପୁରୁଷ ବନ୍ଧୁ ଭୀମସେନ ଟୁଡୁ-ଚନ୍ଦ୍ରିକାଙ୍କ ମୃତ୍ୟୁ ପଛରେ ଭୀମସେନଙ୍କ ସମ୍ପୃକ୍ତି ଅଭିଯୋଗ ଥିଲା-ଭୀମସେନଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ କରିଥିଲେ ଚନ୍ଦ୍ରିକାଙ୍କ ମାଆ l

Leave a Reply

Your email address will not be published. Required fields are marked *