ବିଶାଳ ସ୍ୱାସ୍ଥ୍ୟ ସେବା ଶିବିର

ପ୍ରଥମ ଥର ପାଇଁ ଯାଜପୁର ଜିଲ୍ଲା ଦେଖିଲା ବିଶାଳ ସ୍ୱାସ୍ଥ୍ୟ ସେବା ଶିବିର l ଦଶ ହଜାର ଜନସାଧାରଣ ଙ୍କ ସ୍ୱାସ୍ଥ୍ୟ ଚିକିତ୍ସା ପାଇଁ ଔଷଧ ଯୋଗାଇ ଦେଲେ l ବିଧାୟକ ହିମାଂଶୁ ଶେଖର ସାହୁ l ଶୁଭ ଉଦଘାଟନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ଡାକ୍ତର ମୁକେଶ ମହାଲିଙ୍ଗ ଏବଂ ସମ୍ମାନୀୟ ଅତିଥିଭାବେ ବିଜେପି ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ, ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ, ଯାଜପୁର ସାଂସଦ ରବିନ୍ଦ୍ର ନାରାୟଣ ବେହେରା, ଯାଜପୁର ଜିଲ୍ଲା ସଭାପତି ଗୌତମ ରାୟ, ବ୍ରହ୍ମଗିରି ବିଧାୟକ ଉପାସନା ମହାପାତ୍ର, ବଡ଼ଚଣା ବିଧାୟକ ଅମର ନାୟକ, ଏବଂ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଯୋଗଦେଲେ l

Leave a Reply

Your email address will not be published. Required fields are marked *