ପୁରୀ ବସଷ୍ଟାଣ୍ଡ ନିକଟ ନୀଳାଚଳ ଅଟୋ ଡ୍ରାଇଭର ଆସୋସିସେନ ତରଫରୁ ସ୍ୱାଧୀନତା ଦିବସ ପାଳନ

ପୁରୀ ବସଷ୍ଟାଣ୍ଡ ନିକଟ ନୀଳାଚଳ ଅଟୋ ଡ୍ରାଇଭର ଆସୋସିସେନ ତରଫରୁ ସ୍ୱାଧୀନତା ଦିବସ ପାଳନ କରାଯାଇଛି ସଙ୍ଘ ର ସଭାପତି ଶ୍ରୀ ଯୁକ୍ତ ଦୀପକ କୁମାର ପ୍ରଧାନ,ପତାକା ଉତୋଳନ କରିବା ସହ ଜାତୀୟ ସଂଗୀତ ଗାନ କରିଥିଲେ ପରେ ସମସ୍ତ ମେମ୍ବର ମିଳିତ ହୋଇ ଛୋଟ ଛୋଟ ସ୍କୁଲ ପିଲାମାନଙ୍କୁ ମିଠା ବଣ୍ଟନ କରିଥିଲେ

Leave a Reply

Your email address will not be published. Required fields are marked *