ଫଳାଫଳ ତାଲିକା: ପ୍ରଧାନମନ୍ତ୍ରୀଙ୍କ ଇଣ୍ଡୋନେସିଆ ଗସ୍ତ୭ ଜୁଲାଇ ୨୦୨୬: ପିଆଇବି ଦିଲ୍ଲୀ

ବୁଝାମଣାପତ୍ର / ଚୁକ୍ତିନାମା
କ୍ରମିକ ସଂଖ୍ୟା
ଶୀର୍ଷକ
୧.
ଶାନ୍ତିପୂର୍ଣ୍ଣ ଉଦ୍ଦେଶ୍ୟରେ ବାହ୍ୟ ମହାକାଶର ଅନୁସନ୍ଧାନ ଏବଂ ବ୍ୟବହାର କ୍ଷେତ୍ରରେ ସହଯୋଗ ପାଇଁ ଫ୍ରେମୱାର୍କ ଚୁକ୍ତିନାମାର ସମ୍ପ୍ରସାରଣ
୨.
ଚିକିତ୍ସା ଉତ୍ପାଦ ନିୟମାବଳୀ କ୍ଷେତ୍ରରେ ସହଯୋଗ ପାଇଁ ସିଡିଏସ୍‌ସିଓ ଏବଂ ବିପିଓଏମ୍ ମଧ୍ୟରେ ବୁଝାମଣାପତ୍ର
୩.
ଇସ୍ପାତ ଯୋଗାଣ ଶୃଙ୍ଖଳାର ଖଣିଜ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସହଯୋଗ ପାଇଁ ବୁଝାମଣାପତ୍ର
୪.
କୃଷି ଏବଂ ଆନୁସଙ୍ଗିକ କ୍ଷେତ୍ରରେ ସହଯୋଗ ପାଇଁ ବୁଝାମଣାପତ୍ର
୫.
ସାମୁଦ୍ରକ ସୁରକ୍ଷା ଏବଂ ନିରାପତ୍ତା ସହଯୋଗ ଉପରେ ବୁଝାମଣାପତ୍ର ଏବଂ କାର୍ଯ୍ୟାନ୍ୱୟନ ଚୁକ୍ତିନାମାର ସମ୍ପ୍ରସାରଣ
୬.
ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନ୍‌ଡିଏମ୍‌ଏ) ଏବଂ ଇଣ୍ଡୋନେସିଆର ଜାତୀୟ ବିପର୍ଯ୍ୟୟ ପରିଚାଳନା ଏଜେନ୍ସି ମଧ୍ୟରେ ବୁଝାମଣାପତ୍ର
୭.
ଦୂରସଂଚାର ପ୍ରଯୁକ୍ତିବିଦ୍ୟା ଏବଂ ସେବା କ୍ଷେତ୍ରରେ ସହଯୋଗ ପାଇଁ ବୁଝାମଣାପତ୍ର
୮.
ଗବେଷଣା, ପ୍ରଯୁକ୍ତିବିଦ୍ୟା ଏବଂ ନବାଚାର ସହଯୋଗ ପାଇଁ ବୁଝାମଣାପତ୍ର
୯.
ସ୍ୱାସ୍ଥ୍ୟ କର୍ମଚାରୀ ସହଯୋଗ ଉପରେ କାର୍ଯ୍ୟାନ୍ୱୟନ ଚୁକ୍ତିନାମା
୧୦.
ଭାରତୀୟ ନିର୍ବାଚନ କମିଶନ (ଇସିଆଇ) ଏବଂ ଇଣ୍ଡୋନେସିଆର ସାଧାରଣ ନିର୍ବାଚନ କମିଶନ (କେପିୟୁ) ମଧ୍ୟରେ ବୁଝାମଣା
୧୧.
ବ୍ରହ୍ମୋସ କ୍ଷେପଣାସ୍ତ୍ର ପ୍ରଣାଳୀ ଉପରେ ସହଯୋଗ
୧୨.
ଏୟାର-ଟୁ-ଏୟାର ମିସାଇଲ୍ ସହଯୋଗ ଚୁକ୍ତିନାମା
୧୩.
ଇଣ୍ଡୋନେସିଆରେ ଷ୍ଟେନ୍‌ଲେସ୍‌-ଷ୍ଟିଲ ସ୍ଲାବ ଉତ୍ପାଦନ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଭାରତୀୟ ଷ୍ଟିଲ ପ୍ରାଧିକରଣ (ସେଲ) ଏବଂ ପଣ୍ଟକ୍ରାକାଟାଉ ଷ୍ଟିଲ ମଧ୍ୟରେ ରଣନୈତିକ ମିଳିତ ଉଦ୍ୟମ
୧୪.
ବିରଳ ପୃଥିବୀ ଚୁମ୍ବକ ବିକାଶ ପାଇଁ ନନ୍‌-ଫେରସ୍ ମ୍ୟାଟେରିଆଲ୍ସ ଟେକ୍ନୋଲୋଜି ଡେଭଲପମେଣ୍ଟ ସେଣ୍ଟର (ଏନ୍‌ଏଫ୍‌ଟିଡିସି), ମିଡ୍‌ୱେଷ୍ଟ ଲିମିଟେଡ୍ ଏବଂ ପିଟି ପର୍‌ମିନାସ୍ ମଧ୍ୟରେ ବୁଝାମଣାପତ୍ର

ଘୋଷଣାଗୁଡିକ
କ୍ରମିକ ସଂଖ୍ୟା
ଶୀର୍ଷକ
୧.
ଯୋଗକର୍ତ୍ତାର ପ୍ରମ୍ବାନନ ମନ୍ଦିର ପରିସରର ସଂରକ୍ଷଣ ଏବଂ ପୁନରୁଦ୍ଧାର ପାଇଁ ଭାରତ ପକ୍ଷରୁ ସହାୟତା
୨.
ଆଇଏଫ୍‌ସି-ଆଇଓଆରରେ ଇଣ୍ଡୋନେସିଆନ୍ ଯୋଗାଯୋଗ ଅଧିକାରୀଙ୍କ ନିୟୋଜନ
୩.
ଇଣ୍ଡୋନେସିଆକୁ ୧୦୦ ଟନ୍ ଉଚ୍ଚମାନର ଡିଡବ୍ଲ୍ୟୁଆର ୧୬୨ ଗହମ ବିହନ ଯୋଗାଣ
୪.
“ଟାଗୋର-ଦୱୋନ୍ତରା ସାଂସ୍କୃତିକ ଏବଂ ଶିକ୍ଷାଗତ କୂଟନୀତିର ବର୍ଷ” ର ସ୍ମାରକୀ
୫.
ଇଣ୍ଡୋନେସିଆର ସିଂହାସାରି ଏସ୍‌ଇଜେଡ୍‌ରେ ଭାରତୀୟ ପରିଚାଳନା ସଂସ୍ଥାନ, ବାଙ୍ଗାଲୋର ଶାଖା କ୍ୟାମ୍ପସ ସ୍ଥାପନ
୬.
ଭାରତରେ ଓପନ ନେଟୱାର୍କ ଫର୍ ଡିଜିଟାଲ କମର୍ସ (ଓଏନ୍‌ଡିସି) ସ୍ଥାପତ୍ୟ ଉପରେ ଆଧାରିତ ଇଣ୍ଡୋନେସିଆ ଓପନ ନେଟୱାର୍କ (ଆଇଓଏନ୍‌) ର ଶୁଭାରମ୍ଭ

Leave a Reply

Your email address will not be published. Required fields are marked *