ପୁରୀରେ ଜଗନ୍ନାଥ ଧାମ ହୋଟେଲ ଆସୋସିଏସନ ଗଠନ
ପୁରୀ ତା ୨୪/୫/୨୦୨୬ରିଖ ଦିବା 12ଘଟିକା ସମୟ ରେ ପୁରୀ ସିପସରୁବାଲି, ବାଲିଆପଣ୍ଡା ସ୍ଥିତ ଜଗନ୍ନାଥ ଧାମ ହୋଟେଲ ଅସୁସେସନ ର ପ୍ରଥମ ବୈଠକ ପୁରୀ ଶଙ୍କରେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ କରାଯାଇଥିଲା,ପ୍ରାୟ ୫୦ରୁ ଉର୍ଦ୍ଧ ହୋଟେଲ ମାଲିକ ଙ୍କୁ ନେଇ ଏହି ବୈଠକ ଅନୁଷ୍ଠିତ କରାଯାଇଥିଲା, ପ୍ରଥମେ ସଭାପତି, ସମ୍ପାଦକ, ଏବଂ କୋଷଦକ୍ଷ ଚୟନ କରାଯାଇ, ଏକ ନୁର୍ତନ ସଂଘଠନ ଗଢ଼ାଯାଇଥିଲା, ପରେ ପରେ ସଂଘଠନ ପକ୍ଷରୁ କିଭଳି ଉର୍ନତି ମୂଳକ କାର୍ଯ୍ୟ କରାଯାଇପାରିବ ଏବଂ ସରକାର ଙ୍କ ଜରିଆରେ କିପରି ପୁରୀ ରେ ଥିବା ହୋଟେଲ ଗୁଡିକୁ ଶିଳ୍ପ ଭାବରେ ଗ୍ରହଣ କରାଜଇ ପାରିବ ଓ , ପୁରୀ କୁ ପ୍ରତିଦିନ ଆସୁଥିବା ଲକ୍ଷ୍ୟ ଲକ୍ଷ୍ୟ ପ୍ରଯଟକ ଙ୍କ ରହିବା ପାଇଁ ହୋଟେଲ ନିହାତି ଅବ୍ୟସକ,ସେଥିପ୍ରତି ସରକାର ଙ୍କ ଦୂର୍ଷ୍ଟି ଗୋଚର କରାଯାଇପାରିବ,ଓ ହୋଟେଲ ର ସୁରକ୍ଷା ଉପରେ ଆଲୋଚନା କରାଯାଇଥିଲା, ସଭାପତି ଶ୍ରୀଯୁକ୍ତ ଶିବ ଶଙ୍କର ପାତ୍ର,ଉପ ସଭାପତି ଶ୍ରୀଯୁକ୍ତ ଲିଙ୍ଗରାଜ ମହାପାତ୍ର, ସମ୍ପାଦକ ଶ୍ରୀଯୁକ୍ତ ସୂର୍ଯ୍ୟ ନାରାୟଣ ପାଢ଼ୀ, ଉପ ସମ୍ପାଦକ ଶ୍ରୀଯୁକ୍ତ ସୋମ୍ୟ ରଞ୍ଜନ ପାଣିଗ୍ରାହୀ,କୋଷାଦକ୍ଷ ଶ୍ରୀଯୁକ୍ତ ଶିବ ନାରାୟଣ ମହାପାତ୍ର, ଲିଗାଲ ଆଡ଼ଭାଇଜର ଭାବରେ ଶ୍ରୀ ଯୁକ୍ତ ଶରତ କୁମାର ରାୟଗୁରୁ ଙ୍କୁ ଚୟନ କରାଯାଇଥିଲା,
