ଜଗତସିଂହପୁର SVM କଲେଜର ଛାତ୍ରୀ କମର୍ସରେ ଜିଲ୍ଲା ଟପର

LDate-24/05/26*ଜଗତସିଂହପୁର SVM କଲେଜର୍ ଛାତ୍ରୀ କମର୍ସ ରେ ଜିଲ୍ଲା ଟପରଆଙ୍କର-ଜଗତସିଂହପୁର ଜିଲ୍ଲାର ପ୍ରତିଷ୍ଠିତ ସ୍ୱାମୀ ବିବେକାନନ୍ଦ ସ୍ମାରକ ମହାବିଦ୍ୟାଳୟର +୨ ଫଳାଫଳ ବେଶ ଉଚ୍ଚ କୋଟିର ହୋଇଛି । ବିଜ୍ଞାନରେ ୯୪%, କଳାରେ ୯୪% ଓ ବାଣିଜ୍ୟରେ ୯୨ ପ୍ରତିଶତ ରେଜଲ୍ଟ ହୋଇଛି । ବିଶେଷ ଭାବରେ ବାଣିଜ୍ୟରେ ନସରିନ ପରଉଇନ ୬୦୦ ମାର୍କରୁ ୫୭୭ ତଥା ୯୬.୧୬ ପ୍ରତିଶତ ନମ୍ବର ରଖି କଲେକ ତଥା ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ।ନସରିନ ରାଜ୍ୟରେ ମଧ୍ୟ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିବା ନେଇ ସ୍ଥାନୀୟ କମର୍ସ ଏକାଡେମୀ ପକ୍ଷରୁ ସୂଚନା ଦିଆଯାଇଥିବା ଵେଳେ ନସରିନ ଭବିଷ୍ୟତରେ ଅଧ୍ୟାପିକା ହେବେ ବୋଲି କହିଛନ୍ତି ।ବାଇଟ୧-ନସରିନ ପରଉଇନ (ଜିଲ୍ଲା ଟପର)ବାଇଟ-2- ରତନ ଆଚାର୍ଯ୍ୟ (କମର୍ସ ଏକାଡେମୀ ମୁଖ୍ୟ)ଜଗତସିଂହପୁର ରୁ Rita ସାହୁ

Leave a Reply

Your email address will not be published. Required fields are marked *