କଙ୍କଡାହାଡ଼ ବ୍ଲକ ରାଇବୋଲ ପଂଚାୟତ କଙ୍କଣ। ଗାଁରେ ଅଗ୍ନିକାଣ୍ଡ,ଜଳିଗଲା ୨ବଖରା ଘର

କାମାକ୍ଷାନଗର-ଢେ଼ଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ରାଇବୋଲ ପଂଚାୟତ କଙ୍କଣ। ଗାଁରେ ଗତକାଲି ବିଳମ୍ବିତ ରାତ୍ରିରେ ଅଗ୍ନିକାଣ୍ଡ ହୋଇ ଜଳିଗଲା ୨ବଖରା ଘର ।ଗାଁର ଶିଶିର ନାୟକଙ୍କ ଘରେ ବିଳମ୍ବିତ ରାତିରେ କୌଣସି କାରଣରୁ ଲାଗିଥିଲା ନିଆଁ ଯାହାଫଳରେ ତାଙ୍କର ୨ବଖରା ଘର ସମ୍ପୂର୍ଣ୍ଣ ଭାବରେ ଜଳି ଯାଇଛି।କାମାକ୍ଷାନଗର ରୁ ଅଗ୍ନିଶମ ବାହିନୀ ଯାଇ ନିଆଁକୁ ଆୟତ୍ତ କରିଥିଲା ।

ରିପୋର୍ଟ- ପ୍ରକାଶ କୁମାର ପାତ୍ର।

Leave a Reply

Your email address will not be published. Required fields are marked *