ପୁଣି ଆମ ବସ୍‌ ନେଲା ଜୀବନ

ପୁଣି ଆମ ବସ୍‌ ନେଲା ଜୀବନ-ଭୁବନେଶ୍ବରରେ ଆମ ବସ୍ ଧକ୍କାରେ ବାଇକ୍ ଆରୋହୀ ଯୁବକଙ୍କ ମୃତ୍ୟୁ-ବାଇକ୍‌ରେ ଯାଉଥିବା ବେଳେ ପଛ ପଟୁ ଧକ୍କା ଦେଲା ଆମ ବସ୍‌-ସତ୍‌ସଙ୍ଗ ବିହାର-ବାଣୀବିହାର ମଝିରେ ମର୍ମନ୍ତୁଦ ଦୁର୍ଘଟଣା-ଘଟଣାସ୍ଥଳରେ ଉତ୍ତେଜନା,ଅନ୍ୟ ସବୁ ଆମ ବସ୍‌କୁ ଅଟକାଇଲେ ଲୋକେ-ପଛକୁ ପଛ ଅଟକି ରହିଛି ପ୍ରାୟ ୮ଟି ଆମ ବସ୍

Leave a Reply

Your email address will not be published. Required fields are marked *