ଚାକିରି_କାଳରେ_ସ୍ୱଚ୍ଛତା_ବଜାଇ_ରଖ
#ଚାକିରି_କାଳରେ_ସ୍ୱଚ୍ଛତା_ବଜାଇ_ରଖ: #ଅରବିନ୍ଦ_ପାଢୀ
-ଚାକିରି କାଳରେ ସ୍ୱଚ୍ଛତା ବଜାଇ ରଖିବାକୁ ଅପିଲ୍ କଲେ ରାଜ୍ୟ ସରକାର
-ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସମସ୍ତ କର୍ମଚାରୀଙ୍କୁ ଚିଠି
-ସହକର୍ମୀଙ୍କ ଉଦ୍ଦେଶ୍ୟରେ ଚିଠି ଲେଖିଲେ ACS ଡ.ଅରବିନ୍ଦ କୁମାର ପାଢୀ
-ଚାକିରୀ କେବଳ ଜୀବିକା ନିର୍ବାହ ମାଧ୍ୟମ ନୁହେଁ, ସେବା ପାଇଁ ଏକ ସୁଯୋଗ
-ଅଧିକାରୀଙ୍କୁ କଳଙ୍କିତ କରିଥାଏ ‘ଦୁର୍ନୀତି’, ବିଭାଗର ମର୍ଯ୍ୟାଦା କ୍ଷୁର୍ଣ୍ଣ ହୁଏ
-ପ୍ରଶାସନ ଓ ସରକାରୀ ବ୍ୟବସ୍ଥା ଉପରେ ବିଶ୍ୱାସ ରହେନାହିଁ- ଅରବିନ୍ଦ ପାଢୀ
-ସ୍ୱଚ୍ଛ, ସଚ୍ଚୋଟ, ଦୁର୍ନୀତିମୁକ୍ତ ଓ ଜନସେବା ପ୍ରତି ସମର୍ପିତ ହେବାକୁ ଆହ୍ୱାନ
-ମହିଳା ORS ଅଧିକାରୀଙ୍କୁ ଭିଜିଲାନ୍ସ ଧରିବା ପରେ ବିଭାଗୀୟ ଚିଠି
-କାଲି ଲାଞ୍ଚ ନେଇ ଧରାପଡ଼ିଥିଲେ ବାଲିଆପାଳ ସବ୍ରେଜିଷ୍ଟ୍ରାର ମନୀଷା ମିଶ୍ର
-ପ୍ରୋବେସନ୍ ପିରିୟଡ୍ରେ ଥିବା ବେଳେ ଲାଞ୍ଚ ନେଇ ଧରାପଡ଼ିଛନ୍ତି ମନୀଷା
