ରାଜ୍ୟସଭା ଭୋଟିଂ ଦ୍ବନ୍ଦ୍ବ ପାଇଁ ୧୧ରେ ବୈଠକ

ରାଜ୍ୟସଭା ଭୋଟିଂ ଦ୍ବନ୍ଦ୍ବ ପାଇଁ ୧୧ରେ ବୈଠକ-ରାଜ୍ୟସଭା ନିର୍ବାଚନ ଭୋଟିଂ ଦ୍ବନ୍ଦ୍ବ ପାଇଁ ଆସନ୍ତା ୧୧ରେ CEO-ବିଜେଡି ମିଟିଂ-୫ ଜଣିଆ ବିଜେଡି ଟିମ୍‌କୁ ସାକ୍ଷାତ ପାଇଁ CEO ଅନୁମତି ଦେଇଥିବା ସୂଚନା-ପ୍ରସନ୍ନ ଆଚାର୍ଯ୍ୟ, ପ୍ରମିଳା ମଲ୍ଲିକ, ପ୍ରତାପ ଦେବ, ଅରୁଣ ସାହୁ, ସସ୍ମିତ ପାତ୍ର ଭେଟିବେ-ଉପାସନା ମହାପାତ୍ର, ପୂର୍ଣ୍ଣ ଚନ୍ଦ୍ର ସେଠୀଙ୍କ ଭୋଟ୍‌କୁ ନେଇ ପ୍ରଶ୍ନ ଉଠିଥିଲା-ଉଭୟଙ୍କୁ ଦ୍ବିତୀୟ ବାଲଟ୍‌ ଦିଆଯିବାକୁ ନେଇ ପ୍ରଶ୍ନ ଉଠାଇଥିଲେ ନବୀନ-ସାଂସଦ ସସ୍ମିତ ପାତ୍ର ଏନେଇ ECIଙ୍କ ନିକଟରେ ଫେରାଦ ହୋଇଥିଲେ

Leave a Reply

Your email address will not be published. Required fields are marked *