ଦାମ୍ପତ୍ୟ ଜୀବନର ସମାସ୍ୟା ର ସମାଧାନ ଦୀର୍ଘ ଦିନର

ନିଖିଳ ଉତ୍କଳ ଆଳୀୟ ଖଣ୍ଡାୟତ ସମାଜ ର ବରଗାଁ ମଣ୍ଡଳ ଓ ଖଲିଙ୍ଗି ମଣ୍ଡଳ ସ୍ଥ କାଳଷଣ୍ଢପୁର ପଲ୍ଲୀ ସଭ୍ୟ ସୁବାସ ସ୍ବାଇଁ ଙ୍କ କନ୍ୟା ସୈ।ମ୍ୟାରାଣୀ ଓ ସଦର ପଲ୍ଲୀ ଖଲିଙ୍ଗି ସଭ୍ୟ ଅରକ୍ଷିତ ବାରିକ ଙ୍କ ପୁତ୍ର ମିହିର ବାରିକ ଙ୍କ ଦାମ୍ପତ୍ୟ ଜୀବନର ସମାସ୍ୟା ଯାହାକି ଦୀର୍ଘ ୫ ବର୍ଷ ହେଲା ସମାଧାନ ହୋଇ ପାରୁ ନଥିଲା। ନବନିର୍ବାଚିତ ଉଭୟ ମଣ୍ଡଳ ସଭାପତି ଙ୍କ ଯଥା ଶ୍ରୀ ସଞ୍ଜୟ କୁମାର ରାଉତ ଓ ଶ୍ରୀ କାଳୁ ଚରଣ ପ୍ରଧାନ ଙ୍କ ପ୍ରଚେଷ୍ଟା ରେ ଖଲିଙ୍ଗି ମଣ୍ଡଳ ସ୍ଥ ମାଁ ଘୋଡେ଼ଇଶୁଣୀ ମନ୍ଦିର ପ୍ରାଙ୍ଗଣ ରେ ଉଭୟ ମଣ୍ଡଳ ସଭାପତି ଙ୍କ ସଭାପତିତ୍ବ ରେ, ଉଭୟ ମଣ୍ଡଳ ର ବହୁ କର୍ମ କର୍ତ୍ତା ଙ୍କୁ ନେଇ ଏକ ମିଳିତ ବୈଠକ ରେ ସମାଧାନ ହୋଇ ତା’ର ନିଷ୍କର୍ଷ ବାହାରିଲା ।ଉଭୟ ପକ୍ଷ ସମାଧାନ ହୋଇ ଥିବା କାର୍ଯ୍ୟ କୁ ଅତି ଶୃଙ୍ଖଳାର ସହ ଗ୍ରହଣ କରିଛନ୍ତି। ବୈଠକ ର ନିଷ୍ପତ୍ତି କୁ ଆଗ୍ରହ ସହକାରେ ମାନି ନେଇ କାର୍ଯ୍ୟ କରିଥିବା ପ୍ରତୀୟମାନ। ଆସନ୍ତୁ ଶୁଣିବା ଉଭୟ ମଣ୍ଡଳ ସଭାପତି ଓ କନ୍ୟା ପିତାଙ୍କ ଠାରୁ କ’ଣ କହୁଛନ୍ତି ……..

Leave a Reply

Your email address will not be published. Required fields are marked *