ନବମ_ଦଶମ_ପିଲାଙ୍କୁ_ମିଳିବ ମିଡ୍‌ଡେ ମିଲ୍‌

ନବମ_ଦଶମ_ପିଲାଙ୍କୁ_ମିଳିବ_ମିଡ୍‌ଡେ_ମିଲ୍‌-ନବମ, ଦଶମ ପିଲାଙ୍କୁ ମିଳିବ ମିଡ୍‌ଡେ ମିଲ୍‌ ପ୍ରସ୍ତାବକୁ ମଞ୍ଜୁରୀ-ଆସନ୍ତା ୫ ବର୍ଷ ପାଇଁ ନବମ, ଦଶମ ପିଲାଙ୍କୁ ମିଳିବ ମିଡ୍‌ଡେ ମିଲ୍‌-ପୂର୍ବରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ମିଡ୍‌ଡେ ମିଲ୍‌ ମିଳୁଥିଲା-ବର୍ତ୍ତମାନ ସ୍କୁଲ୍‌ର ସମସ୍ତ ପିଲା ମିଡ୍‌ଡେ ମିଲ୍‌ର ସୁଯୋଗ ପାଇବେ-ଏହାଦ୍ବାରା ୫୭ ଲକ୍ଷରୁ ଊର୍ଦ୍ଧ୍ବ ପିଲା ଉପକୃତ ହେବେ-ଆଗାମୀ ୫ ବର୍ଷରେ ଏଥିପାଇଁ ୪୨୨୪ କୋଟି ଖର୍ଚ୍ଚ କରାଯିବ l

Leave a Reply

Your email address will not be published. Required fields are marked *