ଚନ୍ଦ୍ରନାଥଙ୍କ ହତ୍ୟାକାଣ୍ଡରେ ଶୁଭେନ୍ଦୁଙ୍କ
ଚନ୍ଦ୍ରନାଥଙ୍କ ହତ୍ୟାକାଣ୍ଡରେ ଶୁଭେନ୍ଦୁଙ୍କ l ବୟାନଶୁଭେନ୍ଦୁଙ୍କ ପିଏ ଚନ୍ଦ୍ରନାଥ ରଥଙ୍କୁ ଗୁଳି କରି ହତ୍ୟା ପରେ ଶୁଭେନ୍ଦୁ ଅଧିକାରୀଙ୍କ ବୟାନ……ଯୋଜନାବଦ୍ଧ ଭାବରେ ଚନ୍ଦ୍ରନାଥଙ୍କୁ ହତ୍ୟା କରାଯାଇଛି…..ପୋଲିସକୁ କିଛି ତଥ୍ୟ ମିଳିଛି: ଶୁଭେନ୍ଦୁପୋଲିସ ସମ୍ପୂର୍ଣ୍ଣ ଘଟଣାର ଯାଞ୍ଚ କରିବ…….ଚନ୍ଦ୍ରନାଥ ରଥଙ୍କୁ ୧୪ ରାଉଣ୍ଡ ଗୁଳି କରାଯାଇଛି l
