ସିସିଟିଭିରେ ରଙ୍ଗ ମାରି ଏଟିଏମ୍ ଲୁଟ୍
ସିସିଟିଭିରେ ରଙ୍ଗ ମାରି ଏଟିଏମ୍ ଲୁଟ୍-ଉଦଳାରେ ସିସିଟିଭିରେ ରଙ୍ଗ ମାରି ଏଟିଏମ୍ ଲୁଟିନେଲେ ଦୁର୍ବୃତ୍ତ-ଖୁଣ୍ଟା ଥାନାରୁ ୩ ଶହ ମିଟର ଦୂର ବଙ୍ଗଳା ଛକରେ ଥିବା ATM ଲୁଟ୍-ସାଇରନ ବାଜିବା ଡରରେ ସାଇରନକୁ ଭାଙ୍ଗି ଦେଇଥିବା ସୂଚନା-କେତେ କଣ ଲୁଟ୍ ହୋଇଛି ଜଣାପଡ଼ିନାହିଁ, ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍
