ଭଦ୍ରକ ଆଦର୍ଶ ଥାନା କୁ ମିଳିଛି ବଡ଼ ସଫଳତା , ଶିଶୁ ଚୋରୀ ର ପରଦା ଫ୍ଲାସ

ଭଦ୍ରକ ଆଦର୍ଶ ଥାନା କୁ ମିଳିଛି ବଡ଼ ସଫଳତା ଜଣେ ମହିଳା ଆଧାର କେନ୍ଦ୍ର ରେ ଛିଡ଼ା ହୋଇଥିବା ବେଳେ ପ୍ରସବ ହୋଇ ଥିଲା। ଏହି ସମୟରେ ଜଣେ ମହିଳା ଡାକ୍ତରଖାନା ନେବା ବଦଳ ରେ‌ କେଉଁଆଡେ ନେଇ ଯାଇଥିଲା । ମାଁ ର ହୋସ ଆସିବା ପରେ ପିଲା କୁ ଖୋଜି ଖୋଜି ପାଇ ନ ଥିବାରୁ ଥାନାରେ ଏତଲା ଦେଇଥିଲେ।ଏତଲା ଆଧାର କରି ସିଟି ଡିଏସପି ଅଂଶୁମାନ ତ୍ରିବେଦୀ ଛାନ ଭିନ୍ନ ଆରମ୍ଭ କରିଥିଲେ। ଆଜିକୁ ୬ ଦିନ ପରେ ପିଲା ଚୋର ଧରା ପଡ଼ିଥିଲା , ବାଟି:-ସିଟି ଡିଏସପି:- ଅଂଶୁମାନ ତ୍ରିବେଦୀବାଟି ପିଲାର ମାଆ

Leave a Reply

Your email address will not be published. Required fields are marked *