ସେନାରେ_ଅଗ୍ନିବୀରଙ୍କ_ଆବଶ୍ୟକତା_ବଢ଼ୁଛି

ସେନାରେ_ଅଗ୍ନିବୀରଙ୍କ_ଆବଶ୍ୟକତା_ବଢ଼ୁଛି -ସେନାରେ ‘ଅଗ୍ନିବୀର’ଙ୍କ ଆବଶ୍ୟକତା ବୃଦ୍ଧି ସୂଚନା-ଅଧିକରୁ ଅଧିକ ଅଗ୍ନିବୀରଙ୍କୁ ନିୟମିତ କରିବାକୁ ଚାହୁଁଛନ୍ତି ୩ ବାହିନୀ-ବିଶେଷକରି ନୌସେନା ୭୦ରୁ ୭୫% ଅଗ୍ନିବୀରଙ୍କୁ ନିୟମିତ ଚାହୁଁଛି-ସ୍ଥଳସେନା ଓ ବୟୁସେନା ମଧ୍ୟ ୫୦% ଅଗ୍ନିବୀରଙ୍କୁ ନିୟମିତ ଚାହୁଁଛି-୨୦୨୬ ଅକ୍ଟୋବରକୁ ପ୍ରଥମ ବ୍ୟାଚ୍‌ ‘ଅଗ୍ନିବୀର’ଙ୍କ ୪ ବର୍ଷିଆ କାର୍ଯ୍ୟକାଳ

ସରୁଛି-ପୂର୍ବରୁ ‘ଅଗ୍ନିପଥ ସ୍କିମ୍‌’ ଅନୁସାରେ ୨୫%ଙ୍କୁ ନିୟମିତ ଯୋଜନା ରହିଛି-ଅବଶିଷ୍ଟ ୭୫%ଙ୍କୁ ‘ସେବା ନିଧି’ ପ୍ୟାକେଜ୍‌ରେ ପ୍ରାୟ ୧୨ ଲକ୍ଷ ଟଙ୍କା ବ୍ୟବସ୍ଥା ରହିଛି-ମାତ୍ର ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏନେଇ କୌଣସି ସୂଚନା ଜାରି ହୋଇନି

Leave a Reply

Your email address will not be published. Required fields are marked *