ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ବିଧାୟକଙ୍କ ଦ୍ୱାରା ବୃକ୍ଷ ରୋପଣ l

ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ବିଧାୟକଙ୍କ ଦ୍ୱାରା ବୃକ୍ଷ ରୋପଣ l ଯାଜପୁର ରୋଡ଼ ବନବିଭାଗ ଦ୍ୱାରା କୋରେଇ ବ୍ଲକ ପାଟରଙ୍ଗ ପଞ୍ଚାୟତରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି l ଏଥିରେ କୋରେଇ ବିଧାୟକ ଆକାଶ ଦାସ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l ପଞ୍ଚାୟତ କାର୍ଯ୍ୟାଳୟ ସମେତ ଅନେକ ସ୍ଥାନରେ ବୃକ୍ଷ ରୋପଣ କରାଯାଇଥିଲା l ଯେଉଁଭଳି ଦିନକୁ ଦିନ ଜଳବାୟୁ ପରିବର୍ତ୍ତନ ହେଉଛି ଏଥିପାଇଁ ଗଛ ଲଗାଇବା ଗଛ ବଞ୍ଚିଲେ ମଣିଷ ବଞ୍ଚିବ ବୋଲି କହିଛନ୍ତି ବିଧାୟକ l ତେବେ ଆଗାମୀ ଦିନରେ ସମ୍ପୂର୍ଣ୍ଣ କୋରେଇକୁ ଏକ ସବୁଜ ସୁନ୍ଦର କୋରେଇ ଗଠନ କରିବା ବୋଲି ବିଧାୟକ ଆହ୍ୱାନ ଦେଇଛନ୍ତି l

Leave a Reply

Your email address will not be published. Required fields are marked *