ରାମ_ମନ୍ଦିର_ଚାନ୍ଦା_ଚୋରି ମାମଲାରେ_ଟ୍ରଷ୍ଟିଙ୍କ_ଅଡୁଆ_ବଢ଼ିଲା
ରାମ_ମନ୍ଦିର_ଚାନ୍ଦା_ଚୋରି_ମାମଲାରେ_ଟ୍ରଷ୍ଟିଙ୍କ_ଅଡୁଆ_ବଢ଼ିଲା-ରାମ ମନ୍ଦିର ଚାନ୍ଦା ଚୋରି ମାମଲାରେ ବରିଷ୍ଠ ଟ୍ରଷ୍ଟିଙ୍କ ଅଡୁଆ ବଢ଼ିଲା-ଚମ୍ପତ୍ତ ରାୟ, ଅନୀଲ ମିଶ୍ରା ଓ ଗୋପାଳ ରାଓଙ୍କ ନାଁରେ ମାମଲା ପାଇଁ PIL-ମାମଲା ରୁଜୁ କରିବା ପାଇଁ ବାର୍ ଆସୋସିଏସନ୍ର ନିଷ୍ପତ୍ତି-ପୂର୍ବରୁ ଚାନ୍ଦା ଚୋରି ମାମଲାରେ ୫ ଜଣ ଗିରଫ ହୋଇଛନ୍ତି
