ମୋଦିଙ୍କ ମନ୍ କି ବାତ୍‌-

ମୋଦିଙ୍କ ମନ୍ କି ବାତ୍‌-୧୩୩ ତମ ‘ମନ୍ କି ବାତ୍‌’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ୱୋଧନ-ଭାରତ ସବୁବେଳେ ବିଜ୍ଞାନକୁ ପ୍ରଗତି ସହ ଯୋଡ଼ି ଆଗେଉଛି-ବୈଜ୍ଞାନିକମାନେ ମହାକାଶ କାର୍ଯ୍ୟକ୍ରମକୁ ଆଗକୁ ନେଉଛନ୍ତି-ବୈଜ୍ଞାନିକଙ୍କ କାର୍ଯ୍ୟ ରାଷ୍ଟ୍ରକୁ ଆଗକୁ ନେବାରେ ବେଶ୍‌ ସହାୟକ-ପରମାଣୁ କାର୍ଯ୍ୟକ୍ରମ ଦ୍ୱାରା ଭାରତକୁ ନୂଆ ଶକ୍ତି ମିଳିଛି-ବୁଦ୍ଧ ପୂର୍ଣ୍ଣିମାର ଆଗୁଆ ଶୁଭେଚ୍ଛା ଜଣାଇଲେ ମୋଦି-ଦେଶରେ ରୋଜଗାରର ନୂଆ ନୂଆ ରାସ୍ତା ଖୋଲୁଛି-ସୌର ଓ ପବନ ଶକ୍ତିର ଉପଯୋଗ ନେଇ ଗୁରୁତ୍ୱ ବଢିଛି-ଜନ ଗଣନାରେ ସହଯୋଗ କରିବାକୁ ମୋଦିଙ୍କ ଆହ୍ୱାନ-ଆଜି ବିଶ୍ୱରେ ଉତ୍ତେଜନା ଲାଗି ରହିଛି: ମୋଦି

Leave a Reply

Your email address will not be published. Required fields are marked *