ବlଣିଗୋଛl ନେତାଜୀ ସୁବାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ବିଭିନ୍ନ ସମସ୍ୟା କୁ ନେଇ ଛାତ୍ର ଛାତ୍ରୀ ଜିଲ୍ଲା ପାଳଙ୍କ ଦ୍ବାରସ୍ଥ
ବlଣିଗୋଛl ନେତାଜୀ ସୁବାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ବିଭିନ୍ନ ସମସ୍ୟା କୁ ନେଇ ଛାତ୍ର ଛାତ୍ରୀ ଜିଲ୍ଲା ପାଳଙ୍କ ଦ୍ବାରସ୍ଥ ହେଲା ପରେ ରାଜ ନୀତି ବିଜ୍ଞାନ ଅଧ୍ୟାପକ ଙ୍କ ଛାତ୍ର ଛାତ୍ରୀ ଙ୍କୁ ଟିସି ଦେବା ପାଇଁ କଡ଼ାଚେତାବନି,,,,,,,,,,,,,,,,,,,,,,,,ଦଶପଲ୍ଲା ୭/୫/୨୬ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ବlଣିଗୋଛl ନେତାଜୀ ସୁବାସ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର +୨ ଦିତୀୟ ବର୍ଷ ର ଛାତ୍ର ଛାତ୍ରୀ ଙ୍କ କଲେଜ ର ବିଭିନ୍ନ ସମସ୍ୟା ପାଇଁ ଗତ ୫/୫/୨୬ ରୀଖରେ ବl ଣିଗୋଛl ଗ୍ରାମ ପଞ୍ଚାୟତ ରେ ହେଉଥିବା ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି ଅନୁଷ୍ଟିତ ହୋଇ ଥିଲା ସେଥିରେ ଛାତ୍ର ଛାତ୍ରୀ ସରାପଞ୍ଚ ଶ୍ରୀମତି ସସ୍ମିତା ମହାଖୁଡ ଙ୍କ ଜରିଆରେ ଏକ ଦାବିପତ୍ର ଜିଲ୍ଲା ପାଳ ଙ୍କୁ ପ୍ରଦାନ କରିଥିଲେ l ହେଲେ କଲେଜ୍ ର ରାଜ ନୀତି ବିଜ୍ଞାନ ଅଧ୍ୟାପକ ବିପ୍ଳବ ମିଶ୍ର ସେହିଁ ସମୟରେ କିଛି ଛାତ୍ର ଛାତ୍ରୀ ଙ୍କୁ ଧମକ ଚମକ ଦେଇ କଲେଜ୍ ଜିବା ପାଇଁ ଡାକି ଥିଲେ ହେଲେ

ଛାତ୍ର ଛାତ୍ରୀ ତାଙ୍କ କଥାରେ ରାଜି ହୋଇ ନ ଥିଲେ ପୁନର୍ବାର ୬/୫/୨୬ ରିଖରେ ତଳଗାଁ ପଂଚାୟତ ଯେତେ ଛାତ୍ର ଛାତ୍ରୀ +୨ ଦିତୀୟ ବର୍ଷ ରେ ଅଧ୍ୟୟନ କରୁଛନ୍ତି ସେମାନଙ୍କ ପରିବାର ରେ ବିପ୍ଳବ ମିଶ୍ର ପହଁଚି ଛାତ୍ର ଛାତ୍ରୀ ଙ୍କୁ ଏବଂ ବାପା ମାଆ ଙ୍କୁ ଧମକ ଚମକ ଦେଇ ଛନ୍ତି ପୁଣି କହିଚନ୍ତି ଯେଉଁ ଛାତ୍ର ଛାତ୍ରୀ ଜିଲ୍ଲାପାଳ ଙ୍କ ପାଖକୁ ଯାଇଥିଲେ ଏବଂ ଆସନ୍ତା ୧୮/୫/୨୬ ରିଖରେ କଲେଜ୍ ବିରୁଦ୍ଧରେ ସ୍ଵର୍ ଉତଳନ କରେ ତାକୁ ଆମେ ସଂଗେ ସଙ୍ଗେ ଟିସି ଦେଇ ବିଦାୟ କରିଦେବୁ ବୋଲି ଧମକ ଦେଇଛନ୍ତି ଏଣୁ ଛାତ୍ର ଛାତ୍ରୀ ଙ୍କ ଭବିଷ୍ୟତ ପାଇଁ ବିପ୍ଳବ ମିଶ୍ର ଦାୟୀ ରହିବେ।
