ଆଜି_ଦିଲ୍ଲୀ_ଯିବେ_ମୁଖ୍ୟମନ୍ତ୍ରୀ
ଆଜି_ଦିଲ୍ଲୀ_ଯିବେ_ମୁଖ୍ୟମନ୍ତ୍ରୀ -ଦୁଇଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ-କାଲି ସନ୍ଧ୍ୟାରେ ଭୁବନେଶ୍ବର ଫେରିବେ ମୋହନ ମାଝୀ-ନିକଟରେ ଦିଲ୍ଲୀ ଯାଇଥିଲେ ରାଜ୍ୟ ବିଜେପି ସଭାପତି ମନମୋହନ-ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ ମଧ୍ୟ ଦିଲ୍ଲୀ ଯାଇଥିଲେ l
