ଟ୍ରାଫିପ୍ ନିୟମ ଭଙ୍ଗ କରି ଅମାନିଆ ଚାଳକ ଦେଲେଣି ୧୬ କୋଟି
ଅମାନିଆ ଚାଳକ ଦେଲେଣି ୧୬ କୋଟି । ଟ୍ରାଫିପ୍ ନିୟମ ଭଙ୍ଗ କରି ଅମାନିଆ ଚାଳକ ଦେଲେଣି ୧୬ କୋଟି…..ଗତ ୧ ମାସରେ ପରିବହନ ବିଭାଗ ଆଦାୟ କରିଛି ୧୬ କୋଟି……୧ ଲକ୍ଷ ୩୩ ହଜାର ଚାଲାଣ କଟିଛି କହିଲେ ପରିବହନ ମନ୍ତ୍ରୀ……୫ ହଜାର ଡ୍ରାଇଭିଂ ଲାଇସେନ୍ସ ସସ୍ପେଣ୍ଡ କରାଯାଇଛି……୨୫୦ଟି RC ସସ୍ପେଣ୍ଡ ପାଇଁ ନୋଟିସ୍ ଜାରି କରାଯାଇଛି…….ଭୁବନେଶ୍ୱର ପଳାଶୁଣୀରେ ଭିଡ଼ ଯନ୍ତ୍ରଣା ନେଇ ରଖିଲେ ପ୍ରତିକ୍ରିୟା….. ଭିଡ଼ ନିୟନ୍ତ୍ରଣ ପାଇଁ ଚାଲିଛି ଯୋଜନା,ପୂର୍ତ୍ତ ବିଭାଗ ସହ ବୈଠକ ସରିଛି…….୬ ଲେନ୍ ରାସ୍ତା ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି କହିଲେ ମନ୍ତ୍ରୀ….
