ଓଡ଼ିଶାରେ ହେବ ୨୩ଟି ଟ୍ରକ୍ ଟର୍ମିନାଲ

ହେବ ୨୩ଟି ଟ୍ରକ୍ଟ ର୍ମିନାଲ୍ହୋ ଟେଲ । ଓଡ଼ିଶାରେ ହେବ ୨୩ଟି ଟ୍ରକ୍ ଟର୍ମିନାଲ….ହୋଟେଲ ସହ ପାର୍କିଂ ସୁବିଧା ରହିବ…..NH କଡ଼ରେ ନିର୍ମାଣ ହେଉଛି,ଶେଷ ପର୍ଯ୍ୟାୟରେ ଚାଲିଛି କାମ……ନ୍ୟାସନାଲ ହାଇଓ୍ବେ ଲଜିଷ୍ଟିକକୁ ମିଳିଥିଲା ପରିଚାଳନା ଦାୟିତ୍ବ…….କାମରେ ବିଳମ୍ବ କରୁଥିବାରୁ ଠିକା ସଂସ୍ଥାକୁ ତାଗିଦ୍ କଲେ ମନ୍ତ୍ରୀ……ନୂଆ ସଂସ୍ଥାକୁ କାମ ଦେବାକୁ ବିଭାଗକୁ ନିର୍ଦ୍ଦେଶ ଦେଲେ ପରିବହନ ମନ୍ତ୍ରୀ……

Leave a Reply

Your email address will not be published. Required fields are marked *