ବିଜୁ ଜନତା ଦଳ ବିଧାୟକ ପ୍ରାର୍ଥୀ ଉମାକାନ୍ତ ସାମନ୍ତରାୟ

ବ୍ରହ୍ମଗିରି ବିଧାନସଭା ବିଜୁ ଜନତା ଦଳ ବିଧାୟକ ପ୍ରାର୍ଥୀ ଉମାକାନ୍ତ ସାମନ୍ତରାୟଙ୍କ ପାଇଁ ବିଜୁ ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ ମୁଖ୍ୟାଳୟ, ରାଜ୍ୟ ମୁଖପାତ୍ର ତଥା ତାରକା ପ୍ରଚାରକ ସଞ୍ଜୟ କୁମାର ଦାସବର୍ମା ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୃଷ୍ଣପ୍ରସାଦ ବ୍ଲକ ଗସ୍ତ କରି ପ୍ରଚାର ଆରମ୍ଭ କରିଛନ୍ତି।କୃଷ୍ଣପ୍ରସାଦ – ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ୍ ର ମାଲୁଦ ପଞ୍ଚୁଦୋଳ ଯାତ୍ରା ପଡିଆରେ ନିର୍ବାଚନୀ ସଭା କରିଛନ୍ତୀ ବିଜୁଜନତା ଦଳର ତାରକା ପ୍ରଚାରକ ସଞ୍ଜୟ କୁମାର ଦାସବର୍ମା ନିଜ ଜନ୍ମ ମାଟିକୁ ଆସି ସହ ସହ କର୍ମୀ ମାନଙ୍କ ନେଇ ବୈଠକ କରିଛନ୍ତି। ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ର ବିଧାୟକ ପ୍ରାର୍ଥୀ ଉମାକାନ୍ତ ସାମନ୍ତରାୟ ପାଇଁ ଭୋଟ ଭିକ୍ଷା କରିଛନ୍ତି ।

Leave a Reply

Your email address will not be published. Required fields are marked *