ଅଧରାତିରେ_ମହାରାଷ୍ଟ୍ରରେ_ଭୂମିକମ୍ପ

ଅଧରାତିରେ_ମହାରାଷ୍ଟ୍ରରେ_ଭୂମିକମ୍ପ-ନାନ୍ଦେଡ଼, ହିଙ୍ଗୋଲି ଓ ପରଭନି ଜିଲ୍ଲାରେ ମୃଦୁ ଭୂମିକମ୍ପ-ରାତି ୧ଟା ୩୭ରୁ ୩ଟା ୨୩ ମଧ୍ୟରେ ଝଟକା ଅନୁଭୂତ-ଘରୁ ବାହାରି ଆସିଲେ ଲୋକେ-ରିକ୍ଟର ସ୍କେଲରେ ତୀବ୍ରତା ୩.୬ରୁ ୪.୬-କ୍ଷୟକ୍ଷତିର କୌଣସି ଖବର ନାହିଁ l

Leave a Reply

Your email address will not be published. Required fields are marked *