କଇଁଛ ମାଂସ ନ ରାନ୍ଧିବାରୁ ସ୍ତ୍ରୀକୁ ହତ୍ୟା

କଇଁଛ ମାଂସ ନ ରାନ୍ଧିବାରୁ ସ୍ତ୍ରୀକୁ ହତ୍ୟା । ନୟାଗଡ଼ରେ କଇଁଛ ମାଂସ ନ ରାନ୍ଧିବାରୁ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ…..ଓଡ଼ଗାଁ ଥାନା କୋମଣ୍ତ ଗାଁରେ ସ୍ବାମୀ ସାଜିଲା ପତ୍ନୀହନ୍ତା ……ଅଭିଯୁକ୍ତ ସ୍ବାମୀକୁ ଗିରଫ କରି କୋର୍ଟଚାଲାଣ କଲା ପୋଲିସ…..

Leave a Reply

Your email address will not be published. Required fields are marked *