ଆରମ୍ଭରୁ ଝୁଣ୍ଟିଲେଣି ବିଜୟ

ଆରମ୍ଭରୁ ଝୁଣ୍ଟିଲେଣି ବିଜୟ -ତାମିଲନାଡୁରେ ସରକାର ଗଠନ ନେଇ TVK ଆଗରେ ବଡ଼ ଚ୍ୟାଲେଞ୍ଜ-ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ଦାବି ସତ୍ତ୍ବେ ସସପେନ୍ସ-୧୦୮ ଆସନ ପାଇଥିବା TVK ରାଜ୍ୟପାଳଙ୍କୁ ବୁଝାଇ ପାରିନଥିବା ସୂଚନା-ସଂଖ୍ୟାଗରିଷ୍ଠତା ପାଇଁ ଆବଶ୍ୟକ ୧୧୮ ବିଧାୟକଙ୍କ ସମର୍ଥନ ଦ୍ବନ୍ଦ୍ବ-କଂଗ୍ରେସର ୫ ବିଧାୟକଙ୍କ ସମର୍ଥନ ପତ୍ର ଦେଇ ନ ଥିବା ସୂଚନାl

Leave a Reply

Your email address will not be published. Required fields are marked *